ରିଲିଜ୍ ପୂର୍ବରୁ ୧୨୫କୋଟି ଟଙ୍କାରେ ବିକ୍ରି ହେଲା ଫିଲ୍ମ ‘ପୋନ୍ନିୟିନ୍ ସେଲଭନ’

ମୁମ୍ବାଇ: ରିଲିଜ୍ ପୂର୍ବରୁ ନୂଆ ରେକର୍ଡ କଲା ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ବହୁ ପ୍ରତୀକ୍ଷିତ ତାମିଲ ଐତିହାସିକ ଚଳଚ୍ଚିତ୍ର ‘ପୋନ୍ନିୟିନ୍ ସେଲଭନ’। ଆସନ୍ତା ସେପ୍ଟେମ୍ବରରେ ଫିଲ୍ମ ରିଲିଜ୍ ହେବାକୁ ଥିବା ବେଳେ ଏବେ ଫିଲ୍ମଟି ୧୨୫ କୋଟି ଟଙ୍କାରେ ବିକ୍ରି ହୋଇଛି। ଚଳିତ ବର୍ଷ ସେପ୍ଟେମ୍ବରରେ ବଡ ପରଦାରେ ରିଲିଜ୍ ହେବାକୁ ଯାଉଛି ‘ପୋନ୍ନିୟିନ୍ ସେଲଭନ’। ବଡ଼ ପରଦାରେ ରିଲିଜ୍ ହେବା ପରେ ଫିଲ୍ମକୁ ଡିଜିଟାଲ୍ ପ୍ଲାଟଫର୍ମରେ ରିଲିଜ୍ … Continue reading ରିଲିଜ୍ ପୂର୍ବରୁ ୧୨୫କୋଟି ଟଙ୍କାରେ ବିକ୍ରି ହେଲା ଫିଲ୍ମ ‘ପୋନ୍ନିୟିନ୍ ସେଲଭନ’